ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ଜୟପୁର: ରାଜ୍ୟରୁ ବିଭିନ୍ନ ଉପରେ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। ସେଥିରୁ କିଛି ଅବକାରୀ ଓ ପୁଲିସ ହାତରେ ଧରାପଡୁଥିବା ‌ବେଳେ ଅନେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ଉ କରିଛି। ଅବକାରୀ ବିଭାଗର ଟିମ୍‌ ଅତର୍କିତ ଭାବେ ଚଢ଼ଉ କରି ଏକ ନଡ଼ିଆ ବୋଝେଇ ଟ୍ରକ୍‌ରୁ … Continue reading ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ